ଏଇ ଆରମ୍ଭ ଅବା ! ବଡ଼ମ୍ବାର ଭଟ୍ଟାରିକା ପୀଠ ସମ୍ମୁଖସ୍ଥ ମହାନଦୀ ପଠାରେ ୧୯୬୦ଦଶକର ଶେଷ ଆଡ଼କୁ କୌଣସି ଏକ ରାକା ରଜନୀରେ କିଛି ସମୟ ବିତାଇବାର ଅନନ୍ୟ ଅନୁଭୂତି ହିଁ ଏହି କବିତାର ଆତ୍ମା । ଏହା ଯେଉଁଠି ସ୍ଥାନିତ ହେବାକୁ ଯାଉଛି , ତାହା ମୋର ଆଗାମୀ ପୁସ୍ତକ : କେତେବେଳେ କେମିତି ।