ପୁରୁଣା କବିତା // ଅଙ୍ଗୀକାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର କିଛି କିଛି ପୁରୁଣା କବିତା ପୁରୁଣା କାଗଜ ବାଛିଲା ବେଳେ ନଜରକୁ ଆସୁଛି । ଭାବୁଛି ସେଗୁଡ଼ିକୁ ଏଠି ସାଇତିବାକୁ ହେବ । ତେଣୁ ଏହି ଅତ୍ୟନ୍ତ ପୁରୁଣା କବିତାଟି ଆଜି ମୋର ଏହି ନଭମଞ୍ଚରେ ସ୍ଥାନିତ କରୁଛି, ଯାହା ପ୍ରତି ଅନ୍ୟ ଜଞ୍ଜାଳରେ ବୁଡ଼ି ରହି ମୁଁ ଘୋର ଅବହେଳା ପ୍ରଦର୍ଶନ କରିଛି । ମାତୃଭୂମି ସ୍ଵାର୍ଥରେ ଆବଶ୍ୟକ ହେଲେ ଏକଲା ଚାଲିବାକୁ ଏହି କବିତାଟିରେ  ମୁଁ ଯେଉଁ ପ୍ରତିଜ୍ଞା କରିଥିଲି ଆଦ୍ୟ ଯୌବନରେ ତାହା ମୁଁ ଏଯାଏଁ ପାଳନ କରି ଆସିଛି ଅଭେଦ୍ୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ । ତେଣୁ ଏହି କବିତାଟି ପାଇବା ଓ ତାକୁ ଏହି ନଭମଞ୍ଚରେ ପ୍ରକାଶ କରିବା ମୋ ପାଇଁ ଅଶେଷ ଆନନ୍ଦର କଥା । 

କବିତାଟି pdf ଶୈଳୀରେ ଅଛି । ନିମ୍ନସ୍ଥ ଶୀର୍ଷକରେ ଚାପ ଦିଅନ୍ତୁ ଓ ଏହି ଲୁପ୍ତୋଦ୍ଧାର ଉପଭୋଗ କରନ୍ତୁ । 

                                                       ଅଙ୍ଗୀକାର