ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଯାଜପୁରର ଖଟିଖିଆ କୃଷକ ରବୀନ୍ଦ୍ରନାଥ ସାହୁ ଏ ଗୀତଟି ଲେଖୁଥିବା ବେଳେ ମୁଁ ଲକ୍ଷ କରୁଥିଲି । ମୋ ଅନୁରୋଧକ୍ରମେ ସେ ଏହା ଗାଇଥିଲେ ।
ନିମ୍ନସ୍ଥ ସଂଯୋଗ (link) ସହାୟତାରେ ସଂଗ୍ରାମରତ କୃଷକର ଏହି ସିଂହରଡ଼ି ଶୁଣନ୍ତୁ । କୃଷକ ବିରୋଧୀ ସରକାରୀ ନିଷ୍ପତ୍ତି ଦିନେ ଯେଉଁ ଅବସ୍ଥା ସୃଷ୍ଟିକରିପାରେ ତାହାର ଏକ ଝଲକ ଏଥିରେ ଅନୁଭବ କରିହେବ ।
https://soundcloud.com/orissamatters/song-for-tomorrow-sung-from-the-farmers-heart