ଶୋକ ସମ୍ବାଦ: ଯଶସ୍ବୀ ଶିକ୍ଷକ ରବି ପଟ୍ଟନାଯକ ଆଉ ନାହାନ୍ତି

 

ନରସିଂହପୁରର ଯଶସ୍ବୀ ଶିକ୍ଷକ ରବିନ୍ଦ୍ରନାଥ ପଟ୍ଟନାୟକ ଫୁସଫୁସ ରୋଗାକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମାଚ୍ଚର୍ ୨୦, ୨୦୧୨ ଦିନ ୧୦ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଶାସ ବଢ଼ାଇ ସେମାନଙ୍କ ନିଜ ନିଜ ରୁଚି ଓ ପସନ୍ଦ ମୁତାବକ ବିଷୟରେ ଅଧିକ ଅଧ୍ୟୟନ କରିବାକୁ ସେ ସେମାନଙ୍କୁ ଯେପରି ଗଢ଼ି ତୋଳୁଥିଲେ, କର୍ମକ୍ଷେତ୍ରରେ ସଫଳତାପାଇଁ ପ୍ରତିବଦ୍ଧତା ଅଭ୍ୟାସ କରିବାକୁ ସେମାନଙ୍କୁ ସେହିପରି ପ୍ରୋତ୍ସାହିତ କରୁଥିଲେ।

କେବଳ ଜଣେ ସୁଦକ୍ଷ ଶିକ୍ଷକ ଭାବେ କେବଳ ନୁହେଁ , ଜଣେ କୃଷିବିତ୍ ଭାବେ ତାଙ୍କର ସୁଖ୍ୟାତି ଥିଲା। ନରସିଂହପୁରର ସାମାଜିକ ଓ ସାଂସ୍କୃତିକ ଦିଗ୍ ବଳୟରେ ସେ ଥିଲେ ଅତ୍ୟନ୍ତ ପରିଚିତ।

ତାଙ୍କ ତିରୋଧାନରେ ସଦା ସହାସ୍ୟ ଓ ଅମାୟିକ ଜଣେ ବ୍ୟକ୍ତି ଆଉ ନାହାନ୍ତି ବୋଲି ସାରା ନରସିଂହପୁରରେ ଶୋକୋଛ୍ବାସ ଖେଳିଯାଇଛି।

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

%d bloggers like this: